ପ୍ରଥମ କରୋନା ଟୀକା ସ୍ପୋଟନିକ ‘ଭି’: ଟିକା ନେଲେ ପୁଟିନ୍‌ଙ୍କ ଝିଅ

ମସ୍କୋ: ବିଶ୍ବର ପ୍ରଥମ ଦେଶ ଭାବେ ରୁଷିଆ ଆଜିଠାରୁ କୋଭିଡ୍‌-୧୯ ପ୍ରତିଷେଧକ ଟିକାର ବ୍ୟାବହାରିକ ପଞ୍ଜୀକରଣ ଆରମ୍ଭ କରିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଅନେକ ଦେଶ ପ୍ରତିଷେଧକ ଟିକା ବିକଶିତ କରିବା ପାଇଁ ଗବେଷଣା ଚଳାଇଥିବାବେଳେ ରୁଷିଆର ରା‌ଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଏଭଳି ଘୋଷଣା କରି ସାରା ବିଶ୍ବକୁ ଚକିତ କରି ଦେଇଛନ୍ତି। ଏହି ଟିକାର ନାଁ ରଖାଯାଇଛି ସ୍ପୋଟନିକ‌ ‘ଭି’। ୧୯୫୭ ମସିହାରେ ବିଶ୍ବର ପ୍ରଥମ … Continue reading ପ୍ରଥମ କରୋନା ଟୀକା ସ୍ପୋଟନିକ ‘ଭି’: ଟିକା ନେଲେ ପୁଟିନ୍‌ଙ୍କ ଝିଅ